News & Media

ବିଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷାରେ ଅମୂଲ୍ୟ

କୃଷ୍ଣସାର ମୃଗ ଦେଖିବାର ଅଛି ତ ବନ୍ଧୁକ ନୂହେଁ ହାତରେ କ୍ୟାମେରା ଧରିକି ଆସ,ସ୍ୱାଗତ କରିବୁ” ଏମିତି ଶିର୍ଷକର ଏକ ଚିଠି ବଲିଉଡ଼୍ ଅଭିନେତା ସଲମାନ୍ ଖାଁକୁ ଲେଖି ଚର୍ଚ୍ଚାକୁ ଆସିଥିଲେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଭେଟନଈ ଗାଁର ଅମୁଲ୍ୟ ଉପାଧ୍ୟାୟ ।

ଆମକୁ ବଞ୍ଚିବାକୁ ଦିଅ - Program By Kalinga Tv

A Plea to Protect the Pride of Ganjam: The Blackbuck Sanctuary's Call for Conservation

Amulya – Guardian of endangered Blackbucks

BLACKBUCKS, also known as ‘Krushnasara Mruga’ in Odisha, are one of the few wild animals that have learned to coexist with human colonies for millennia.